
By: A.K. Rout
1.1. Diversity (ବିବିଧତା) : The coexistence of different types of organisms in a natural environment with unique diversity of nature is called biodiversity or diversity in the living world / Biological diversity. କୌଣସି ପ୍ରାକୃତିକ ପରିବେଶରେ ପ୍ରକୃତିର ଅନନ୍ୟ ବିଭିନ୍ନତାକୁ ନେଇ ବିଭିନ୍ନ ପ୍ରକାର ଜୀବ ମାନଙ୍କର ଏକତ୍ର ସହାବସ୍ଥାନକୁ ଜୀବ ବିବିଧତା ବା ଜୈବ ବିବିଧତା ବା ଜୀବ ଜଗତର ବିବିଧତା କୁହାଯାଏ […]